ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜୟନ୍ତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜୟନ୍ତୀ   ବିଶେଷ୍ୟ

ଅର୍ଥ : ବିଜୟାଦଶମୀ ଦିନ ବ୍ରାହ୍ମଣମାନଙ୍କଦ୍ୱାରା ଆଶୀର୍ବାଦ ସ୍ୱରୂପ ଦିଆଯାଉଥିବା ଯଅ ଅଙ୍କୁର

ଉଦାହରଣ : ନବରାତ୍ରିରେ ଡେଉଁରିଆରେ ଜୟନ୍ତୀ ଭର୍ତ୍ତିକରି ପିଲାମାନଙ୍କୁ ପିନ୍ଧାଯାଏ


ଅନ୍ୟ ଭାଷାରେ ଅନୁବାଦ :

विजयादशमी के दिन ब्राह्मणों द्वारा आशीर्वाद के रूप में दिए जाने वाले जौ के अंकुर।

नवरात्रि की जयंती को ताबीज में भरकर बच्चे को पहनाया गया।
जई, जयंती, जयन्ती, शिवानी

A grain of barley.

barley, barleycorn

ଅର୍ଥ : ଦେବାଧିପତି ଇନ୍ଦ୍ରଙ୍କ ଝିଅ

ଉଦାହରଣ : ଜୟନ୍ତ ଓ ଜୟନ୍ତୀ ଭାଇ-ଭଉଣୀ ଥିଲେ

ସମକକ୍ଷ : ଜୟଂତୀ


ଅନ୍ୟ ଭାଷାରେ ଅନୁବାଦ :

देवाधिपति इन्द्र की पुत्री।

जयंती और जयंत भाई-बहन थे।
जयंती, जयनी, जयन्ती, शरणी

An imaginary being of myth or fable.

mythical being

ଅର୍ଥ : କୌଣସି ସଂସ୍ଥାର ଜନ୍ମତିଥି କିମ୍ବା କୌଣସି ମହତ୍ୱପୂର୍ଣ କାର୍ଯ୍ୟ ଆରମ୍ଭର ବାର୍ଷିକ ତିଥିରେ ପାଳିତ ହେଉଥିବା ଉତ୍ସବ

ଉଦାହରଣ : ଏ ସଂସ୍ଥା ଆଜି ନିଜର ରଜତ ଜୟନ୍ତୀ ପାଳନ କରୁଅଛି


ଅନ୍ୟ ଭାଷାରେ ଅନୁବାଦ :

किसी संस्था की जन्मतिथि अथवा किसी महत्वपूर्ण कार्य के आरम्भ होने की वार्षिक तिथि पर होने वाला उत्सव।

यह संस्था आज अपनी रजत जयंती मना रही है।
जयंती, जयन्ती

A special anniversary (or the celebration of it).

jubilee

ଅର୍ଥ : ଉତ୍ସବ ରୂପରେ ପାଳନ କରାଯାଉଥିବା କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମଦିନ

ଉଦାହରଣ : ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର ଦୁଇ ତାରିଖରେ ପାଳନ କରାଯାଏ

ସମକକ୍ଷ : ଜନ୍ମୋତ୍ସବ, ଜୟଂତୀ


ଅନ୍ୟ ଭାଷାରେ ଅନୁବାଦ :

किसी प्रसिद्ध व्यक्ति के जन्म लेने का दिन जो प्रायः उत्सव के रूप में मनाया जाता है।

दो अक्टूबर को महात्मा गाँधी की जयंती मनायी जाती है।
जन्मोत्सव, जयंती, जयन्ती